ଶାଗୁଣା ତସ୍କରୀ : ଟ୍ରେନ୍‌ରୁ ଉଦ୍ଧାର ହେଲା ୭ଟି ବିଲୟମୁଖୀ ମିଶରୀୟ ଧଳା ଶାଗୁଣା

ଭୋପାଳ: ଗୁରୁବାର ଦିନ ମଧ୍ୟପ୍ରଦେଶ ପୁଲିସ ଖଣ୍ଡୱା ଜିଲ୍ଲାରେ ଏକ ଆନ୍ତଃ-ରାଜ୍ୟ ଶାଗୁଣା ଚୋରାଚାଲାଣକାରୀ ରାକେଟ୍‌ ଠାବ କରିବା ସହ କାନପୁରରୁ ମହାରାଷ୍ଟ୍ରର ମାଲେଗାଓଁକୁ ବେଆଇନ ଭାବେ ଟ୍ରେନ୍‌ରେ ନିଆଯାଉଥିବା ୭ଟି ମିଶରୀୟ ଶାଗୁଣା (ଧଳା ଶାଗୁଣା ବା ଫାରୋଙ୍କ କୁକୁଡ଼ା) ଉଦ୍ଧାର କରି ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନାଓର ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି। ସମ୍ପ୍ରତି ଏ ପ୍ରଜାତିର ଶାଗୁଣା କ୍ବଚିତ୍ ଦେଖାଯାଉଛନ୍ତି ଏବଂ ସେମାନଙ୍କୁ … Continue reading ଶାଗୁଣା ତସ୍କରୀ : ଟ୍ରେନ୍‌ରୁ ଉଦ୍ଧାର ହେଲା ୭ଟି ବିଲୟମୁଖୀ ମିଶରୀୟ ଧଳା ଶାଗୁଣା